ପେଟ୍ରୋଲ୍ ଇଞ୍ଜିନ୍ ଥିବା ଆର୍ଟିଗା ଟୁର ଏମର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋଶ୍

Published By : Prameya-News7 Bureau | October 16, 2019 IST

ନୂଆଦିଲ୍ଲୀ ୧୬/୧୦: ମାରୁତି ସୁଜୁକୀ ମଲଟି ପରପଜ ବେହିକଲ୍ କ୍ୟାଟେଗରିର କାର୍ ଆର୍ଟିଗାର ଟୁର ଏମର ଡିଜେଲ୍ ମଡେଲ୍ ଲଞ୍ଚ କରି ଦେଇଛି। ଦିଲ୍ଲୀ ଏକ୍ସ ଶୋରୁମରେ ଏହାର ମୂଲ୍ୟ ୯.୮୧ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ମାରୁତି ମଇ ମାସରେ ଏହାର ପେଟ୍ରୋଲ୍ ଇଞ୍ଜିନ୍ ଥିବା ମଡେଲ୍ ଲଞ୍ଚ କରିଥିଲା। ପେଟ୍ରୋଲ୍ ଇଞ୍ଜିନର ମୂଲ୍ୟ ଡିଜେଲ୍ ଇଞ୍ଜିନରୁ କମ୍। ପେଟ୍ରୋଲ୍ ଇଞ୍ଜିନ୍ ଥିବା ଆର୍ଟିଗା ଯୁର ଏମର ଶୋରୁମ୍ ମୂଲ୍ୟ ୮ଟଙ୍କା ଥିଲା।

{"id":170612}

ଜୁଲାଇରେ ଲଞ୍ଚ କରାଯାଇଥିବା ଆର୍ଟିଗା ଟୁର ଏମର ସିଏନଜି ମଡେଲର ମୂଲ୍ୟ ୮.୮୩ଲକ୍ଷ ଟଙ୍କା। ମାରୁତିର ଏହି କାରକୁ ଟୁର ଆଣ୍ଡ ଟ୍ରାଭେଲ୍,କ୍ୟାବ୍ କମ୍ପାନୀ ଏବଂ ବଡ଼ ପରିବାର ଥିବା ଲୋକେ କିଣିଥାଆନ୍ତି।

{"id":170613}

ଏହି କାରରେ ସମସ୍ତ ଜରୁରୀ ଫିଚର ଦିଆଯାଇଛି। ସେଫ୍ଟି ପାଇଁ ଟ୍ୟୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ,ଇବିଡି ଓ୍ବିଥ ଏବିଏସ୍,ରିୟର ପାର୍କିଙ୍ଗ ସେନସର ଭଳି ସମସ୍ତ ଜରୁରୀ ଫିଚର ଦିଆଯାଇଛି। ଏଥିରେ ୧.୫ଲିଟରର ଡିଡିଆଇଏସ୍ ୨୨୫ ଟର୍ବୋଚାର୍ଜଡ ଇଞ୍ଜିନ୍ ଦିଆଯାଇଛି। ୬ସ୍ପିଡ ମ୍ୟାନୁଏଲ୍ ଗିୟରବକ୍ସ ସହ ଆସୁଥିବା ଏହି କାର୍ ୨୪.୨ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.