ଆସନ୍ତୁ ଜାଣିବା ୫ଜଣ ସୁନ୍ଦରୀ ମହିଳା ରାଜନେତ୍ରୀଙ୍କ ବିଷୟରେ ଯେଉଁମାନେ କୈାଣସି ବଲିଉଡ ହିରୋଇନଙ୍କଠୁ କମ୍ ନୁହଁନ୍ତି।
{"id":77880,"width":591,"height":369}୧.ପ୍ରିୟଙ୍କା ଗାନ୍ଧୀ: ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ଏବଂ ରାହୁଲ ଗାନ୍ଧୀଙ୍କ ଭଉଣୀ। ତାଙ୍କ ସୈାନ୍ଦର୍ଯ୍ୟ ନିମନ୍ତେ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ରବର୍ଟ ଭଦ୍ରାଙ୍କୁ ବିବାହ କରିଛନ୍ତି। କେତେକ ବିରୋଧୀ ନେତା ମଧ୍ୟ ତାଙ୍କ ସୈାନ୍ଦର୍ଯ୍ୟକୁ ନେଇ ଥଟ୍ଟା କରିଥାନ୍ତି।
{"id":77881,"width":596,"height":447}୨. ଅଲ୍କା ଲାମ୍ବା : ଅଲ୍କା ଲାମ୍ବା ଆମ୍ ଆଦମୀ ପାର୍ଟିର ବିଧାୟକ। ସେ ତାଙ୍କ ସୈାନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ସୈାନ୍ଦର୍ଯ୍ୟ କୈାଣସି ବଲିଉଡ ହିରୋଇନଙ୍କଠୁ କମ୍ ନୁହେଁ।
{"id":77882,"width":593,"height":331}୩.ଡିମ୍ପଲ୍ ଯାଦବ: ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ କୈାଣସିବ ଲିଉଡ ହିରୋଇନଙ୍କଠୁ କମ୍ ନୁହଁନ୍ତି। ଅଖିଳେଶ ଯାଦବ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ।
{"id":77883,"width":594,"height":311}୪.ପ୍ରିୟଙ୍କା ଚତୁର୍ବେଦୀ : ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସର ମୁଖପାତ୍ର । ସେ ଅତ୍ୟନ୍ତ ସୁନ୍ଦରୀ। ସେ ଅଧିକାଂଶ ସମୟରେ ନ୍ୟୁଜ ଡିବେଟରେ ଦେଖାଯାଆନ୍ତି।
{"id":77884,"width":590,"height":459}୫.ଚାରୁ ଚୈାଧୁରୀ: ଚାରୁ ଚୈାଧୁରୀ ରାଲୋଦ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟନ୍ତ ଚୈାଧୁରୀଙ୍କ ପତ୍ନୀ। ସେ ଅଧିକାଂଶ ସମୟରେ ନିଜ ପାର୍ଟିର ପ୍ରଚାର କରୁଥିବାର ଦେଖାଯାଇଥାନ୍ତି। ତାଙ୍କ ସୈାନ୍ଦର୍ଯ୍ୟ ଆଗରେ ବଲିଉଡ ହିରୋଇନମାନେ ଫିକା ପଡ଼ିଯାଆନ୍ତି।