oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଶାରୀରିକ ଦୁର୍ବଳତା ଦୂର କରିଥାଏ ଅଶ୍ବଗନ୍ଧା, ଏହାକୁ ଖାଦ୍ୟରେ କରନ୍ତୁ ସାମିଲ

22/04/2022 at 8:27 PM

ନୂଆଦିଲ୍ଲୀ ୨୨।୪: ଅଶ୍ବଗନ୍ଧା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ସମସ୍ତେ ଜାଣନ୍ତି ଯେ ଏହା ଏକ ଆୟୁର୍ବେଦିକ ଔଷଧ । ଏହା ଶରୀରରେ ଅନେକ ପ୍ରକାରର ସମସ୍ୟା ଦୂର କରିଥାଏ । ଅଶ୍ବଗନ୍ଧାର ଅନେକ ଫାଇଦା ରହିଛି । ଏହା ସେବନ ଦ୍ବାରା ଶରୀରର ଅନେକ ରୋଗ ଦୂର ହୋଇପାରେ । ଏହା ବ୍ୟତୀତ ପୁରୁଷମାନଙ୍କ ଇନଫର୍ଟିଲିଟି ସମସ୍ୟା ଦୂର କରିବାରେ ମଧ୍ୟ ଏହା ପ୍ରଭାବଶାଳୀ । ଆସନ୍ତୁ ଜାଣିବା ଅଶ୍ବଗନ୍ଧା କେତେ ଲାଭଦାୟକ ।

ଅଶ୍ବଗନ୍ଧାରେ ଏପରି ଅନେକ ପୁଷ୍ଟିକର ଖାଦ୍ୟ ଅଛି ଯାହା ଶାରୀରିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ଦ୍ବାରା ପୁରୁଷମାନଙ୍କର ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ । କିନ୍ତୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ବିନା ଏହାକୁ ବ୍ୟବହାର କରିବା ଉଚିତ ନୁହେଁ ।

ଏହା ବ୍ୟତୀତ ଅଶ୍ବଗନ୍ଧା ସେବନ ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରାଯାଇପାରିବ । ଅର୍ଥାତ ମଧୁମେହ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ।

ଯେଉଁମାନେ ଅଧିକ ଚାପଗ୍ରସ୍ତ ରୁହନ୍ତି ସେମାନଙ୍କୁ ମଧ୍ୟ ନିଜ ଖାଦ୍ୟରେ ଅଶ୍ବଗନ୍ଧାକୁ ସାମିଲ କରିବା ଉଚିତ । ଏହା ଦ୍ବାରା ଚାପ ହ୍ରାସ ହୋଇପାରିବ ।

କୋଲେଷ୍ଟ୍ରଲ ବୃଦ୍ଧିରେ ପୀଡିତ ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ । ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିବ ତେବେ ଆପଣଙ୍କର ହୃଦଘାତ ଆଶଙ୍କା ମଧ୍ୟ କମିଯିବ ।

   Related Posts