ରାହୁଲଙ୍କ ହାତରୁ ବଡ଼ ଦାୟିତ୍ୱ ଛଡ଼ାଇ ନେଲା ବିସିସିଆଇ, ଖରାପ ପ୍ରଦର୍ଶନ ଯୋଗୁଁ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିସିସିଆଇ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର ଗାଭାସ୍କାର ଟ୍ରଫିର ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରିଛି । ଭାରତୀୟ ଟିମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ବ୍ୟାଟର କେଏଲ ରାହୁଲଙ୍କ ଉପରେ ବଡ଼ ଆକ୍ସନ ନେଇଛି । ରାହୁଲଙ୍କଠାରୁ ଟେଷ୍ଟ ଟିମର ଉପଅଧିନାୟକ ଦାୟିତ୍ୱ ଛଡାଇ ନିଆଯାଇଛି । ଚାରି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପୂର୍ବରୁ ବିସିସିଆଇ ରାହୁଲଙ୍କୁ ଉପଅଧିନାୟକ ଘୋଷଣା କରିଥିଲା । କିନ୍ତୁ … Continue reading ରାହୁଲଙ୍କ ହାତରୁ ବଡ଼ ଦାୟିତ୍ୱ ଛଡ଼ାଇ ନେଲା ବିସିସିଆଇ, ଖରାପ ପ୍ରଦର୍ଶନ ଯୋଗୁଁ ନେଲା ନିଷ୍ପତ୍ତି