କେଏଲ ରାହୁଲ ନା ଇଶାନ କିଷନ ? ପାକିସ୍ତାନ ବିପକ୍ଷରେ ରୋହିତଙ୍କ ସାମ୍ନାରେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ସୁପର-୪ ମୁକାବିଲାର ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ତେବେ ମ୍ୟାଚ୍‌ରେ ଭାରତ ପାଇଁ ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି, ଦଳ ପ୍ରବନ୍ଧକ ଇଶାନ କିଷନ ଓ କେଏଲ ରାହୁଲଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବ। ଏହି ସମସ୍ୟାକୁ ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସମାଧାନ କରିବାକୁ ପଡ଼ିବ। ସଂପୂର୍ଣ୍ଣ ଫିଟ୍ ହେବା ପରେ ରାହୁଲଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏହା ଭାରତ ପାଇଁ ସୁଖଭରା … Continue reading କେଏଲ ରାହୁଲ ନା ଇଶାନ କିଷନ ? ପାକିସ୍ତାନ ବିପକ୍ଷରେ ରୋହିତଙ୍କ ସାମ୍ନାରେ ବଡ଼ ପ୍ରଶ୍ନ