ଆଇପିଏଲ୍ ସିଜନ୍ -୧୧ରେ କ୍ଵାଲିଫାୟର ଖେଳିବାକୁ ଯେ।ଗ୍ୟତା ଅର୍ଜନ କରିଛି କେକେଆର୍
24/05/2018 at 5:48 AM

ଆଇପିଏଲ୍ ସିଜନ୍ -୧୧ରେ କ୍ଵାଲିଫାୟର ଖେଳିବାକୁ ଯେ।ଗ୍ୟତା ଅର୍ଜନ କରିଛି କେକେଆର୍ । ବୁଧବାର ଏଲିମିନେଟର ମ୍ୟାଚ୍ ରେ ରାଜସ୍ଥାନ ରୟାଲସକୁ ୨୫ ରନ୍ ରେ ହରାଇଛି କେ।ଲକାତା । ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ଓ ଆନ୍ଦେ ରସେଲଙ୍କ ବିସ୍ଫେ।ରକ ଇନିଂସ ବଳରେ ୭ ୱିକେଟ ହରାଇ ୧୬୯ ରନ୍ କରିଥିଲା କେ।ଲକାତା ନାଇଟ ରାଇର୍ଡସ । ପରେ ସଞ୍ଜୁ ସାମ୍ ସନଙ୍କ ଅର୍ଦ୍ଧଶତକ ଓ ଅଜିଙ୍କ୍ୟ ରାହାଣେଙ୍କ ଳଢ଼ୁଆ ଇନିଂସ ସ୍ବତ୍ତେ ଭଲ ସ୍ଥିତିରେ ଥିବା ରାଜସ୍ଥାନ ୪ ୱିକେଟ ହରାଇ ୧୪୪ ରନ୍ କରିପାରିଥିଲା । ଏହି ପରାଜୟ ସହ ରାଜସ୍ଥ।ନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଆସନ୍ତା ଶୁକ୍ରବାର ସନରାଜର୍ସ ହାଇଦ୍ରାବାଦ ସହ କେ।ଲକାତା କ୍ବ।ଲିଫାୟର ମ୍ୟାଚ୍ ଖେଳିବ ।
Related Posts
ପନ୍ଥଙ୍କୁ ଭେଟିଲେ ରାଇନା ଏବଂ ହରଭଜନ, ସାଥୀରେ ଥିଲେ ଶ୍ରୀସନ୍ଥ
27 March 2023