ବ୍ୟବହାର ହେବନି ଚାଇନା ମାଞ୍ଜାସୂତା; ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: କଟକ ଜିଲ୍ଲାପାଳ
13/01/2023 at 11:48 PM

କଟକ ୧୩/୦୧: କଟକ ସହର ଓ ଜିଲ୍ଲା ଭିତରେ ମାଞ୍ଜା ବ୍ୟବହାର କରାଯାଇପାରିବ ନାହିଁ। ଯେହେତୁ ମକର ସଂକ୍ରାନ୍ତି ସଂକ୍ରାନ୍ତି ପାଇଁ ଗୁଡ଼ି ଉଡ଼ା ହେବ, ତେଣୁ ମାଞ୍ଜା ସୁତା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ନିୟମ ନମାନି ଯେଉଁମାନେ ଚାଇନା ମାଞ୍ଜା ସୂତା ବ୍ୟବହାର କରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ କହିଛନ୍ତି। ପୋଲିସ, ଓ ତହସିଲଦାରମାନେ ଏନେଇ ସ୍ୱତନ୍ତ୍ର ନଜର ରଖିବେ ବୋଲି କୁହାଯାଇଛି।
Related Posts
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023