ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଜୟପୁରରୁ ଅପହରଣ ନାବାଳକ ଉଦ୍ଧାର, ୬୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖିଥିଲେ ଅପହରଣକାରୀ

1/10/2022 at 2:30 PM

କୋରାପୁଟ, ୦୧।୧୦: କୋରାପୁଟ ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳକ ଉଦ୍ଧାର ହୋଇଛି । ଟାଉନ୍ ପୋଲିସ ଜୟପୁରରୁ ନାବାଳକକୁ ଉଦ୍ଧାର କରିଛି । ଅପହରଣ କରିଥିବା ଦୁଇ ଯୁବକ ସହ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତମାନେ ନାବାଳକକୁ ଅପହରଣ କରି ୬୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିଲେ । ଏନେଇ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts