ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସିଦ୍ଧାର୍ଥ-କିଆରାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ, ଫଙ୍କସନ୍‌ରେ ଦେଖିବାକୁ ମିଳିବ ରାଜସ୍ଥାନୀ ସଂସ୍କୃତିର ଝଲକ

3/02/2023 at 10:22 AM

ମୁମ୍ଵାଇ ୦୩।୦୨: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ । ଖୁବ୍ ଶୀଘ୍ର ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସାଜିବେ କନିଆ। ଉଭୟ ରାଜସ୍ଥାନର ଜୈସଲମେରର ସୁର୍ଯ୍ୟଗଡ ପ୍ୟାଲେସରେ ସାତ ଫେରା ନେବାକୁ ଯାଉଛନ୍ତି। ହେଲେ ମିଡିଆ ରିପୋର୍ଟକୁ ଅନୁଯାୟୀ ଫେବୃଆରୀ ୫ ରୁ ଏହି ଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହେବ । ୫ ତାରିଖରେ ସଂଗୀତ ସମାରୋହର ଆୟୋଜନ କରାଯିବ। ଏଥି ସହିତ, ୬ ଫେବୃଆରୀରେ ବିବାହ ଏବଂ ଫେବୃଆରୀ ୭ରେ ରିସେପ୍ସନ୍ ରଖାଯାଇଛି ।

Kiara Advani on 'friendship' with Sidharth Malhotra; actress shares her  mantra for maintaining healthy bond

ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ କାର୍ଯ୍ୟରେ ରାଜସ୍ଥାନୀ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ବିବାହରେ ଅଭିନୟ ପାଇଁ କଠପୁତ୍ତଳୀ ଏବଂ ମାଙ୍ଗାନିୟର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥି ସହିତ କଣ୍ଟିନେଣ୍ଟାଲ ଏବଂ ଭାରତୀୟ ରୋଷେଇ ସହିତ ରାଜସ୍ଥାନର ଖାଦ୍ୟ ବାଜରାର ରୁଟି, ବାଜରା ର ସୋୟା ଭଳି ଖାଦ୍ୟରେ ରଖାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିଆରା-ସିଦ୍ଧାର୍ଥ ଅତିଥିମାନଙ୍କ ପାଇଁ ସୂର୍ଯ୍ୟଗଡ ପ୍ୟାଲେସର ୮୪ ରୁମ୍ ବୁକ୍ କରିଛନ୍ତି। ଏହି କୋଠରୀ ଗୁଡ଼ିକର ଭଡା ବିଷୟରେ ଆଲୋଚନା କରୁ, ତେବେ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଗୋଟିଏ ଦିନର ଭଡା ୨୪ ହଜାରରୁ ୭୬ହଜାର ଟଙ୍କା ମଧ୍ୟରେ । ଏଥି ସହିତ, ରାଜପ୍ରାସାଦର ସବୁଠାରୁ ମହଙ୍ଗା ଏବଂ ବହୁ କୋଠରୀରେ ଗୋଟିଏ ରାତିରେ ରହିବା ୧,୩୦,୦୦୦ ଟଙ୍କା ବୋଲି କୁହାଯାଉଛି ।

Kiara Advani and Sidharth Malhotra's wedding dates and venue revealed;  couple to tie the knot this weekend | Entertainment News,The Indian Express

ଉଭୟଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ସିଦ୍ଧାର୍ଥ ମଲହୋତ୍ରା ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ୍ ସିରିଜ୍ ‘ଇଣ୍ଡିଆନ ପୋଲିସ୍ ଫୋର୍ସ’ରେ ନଜର ଆସିବେ। ଏଥି ସହିତ କିଆରା ଆଡଭାନୀ ପୁଣି ଥରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ ନଜର ଆସିବେ।

   Related Posts