oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମାଛ ଜାଲରେ ପଡିଲା ବିଶାଳକାୟ କୁମ୍ଭୀର, ବିଟ୍‌ ହାଉସ୍‌ରେ ଛାଡିଲେ ଗ୍ରାମବାସୀ

4/05/2022 at 9:04 AM

ଉଦଳା ୦୪।୦୫: ମାଛ ଜାଲରେ ପଡିଲା ବିଶାଳକାୟ କୁମ୍ଭୀର । ଉଦ୍ଧାର କଲେ ଗ୍ରାମବାସୀ । ଏତେ ବଡ଼ କୁମ୍ଭୀରକୁ ଦେଖି ଗ୍ରାମବାସୀ ପୁରା ଆତଙ୍କିତ ହୋଇପଡିଛନ୍ତି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଡବକ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି ।

ଖବର ଅନୁଯାୟୀ, ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ବନ୍ଧରେ ମାଛ ଧରିବା ନିମେନ୍ତେ ସ୍ଥାନୀୟ ଲୋକେ ମଙ୍ଗଳବାର ରାତିରେ ଜାଲ ପକାଇଥିଲେ । ବୁଧବାର ସକାଳେ ଜାଲ ଉଠାଇବାକୁ ଯାଇଥିବା ବେଳେ ଏକ ବିଶାଳ କୁମ୍ଭୀର ଲାଗିଥିବା ଦେଖିଥିଲେ । ତେବେ ଫଶି ରହିଥିବା କୁମ୍ଭୀରକୁ ଜାଲ ସହିତ ପାଣିରୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ପରେ ପାଣିରୁ ବାହାରକୁ ଆଣି ଜାଲ କାଟି କୁମ୍ଭୀରକୁ ଉଦ୍ଧାର କରିବା ସହ  ବନବିଭାଗକୁ ଖବର ଦିଆଯାଇଥିଲା ।

ତେବେ ବନ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀମାନେ କୁମ୍ଭୀରକୁ ଭାରାରେ ନେଇ ବିଟ୍ ହାଉସ୍‌ରେ ପହଞ୍ଚିଥିଲେ । ମାଛ ଜାଲରେ କୁମ୍ଭୀର ଲାଗିବା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଏହି ବନ୍ଧରେ କୁମ୍ଭୀର ଥିବା କଥା ପୂର୍ବରୁ ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ । କିନ୍ତୁ ବନବିଭାଗ ଏହାକୁ ଗୁରୁତ୍ୱ ସହ ନେଇନଥିଲା ବୋଲି ଗ୍ରାମବାସୀ କହିଛନ୍ତି।

   Related Posts