vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଖୋର୍ଦ୍ଧାରୋଡ GRPକୁ ସଫଳତା, ୭ କେଜି ୫ ଶହ ଗ୍ରାମ ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

24/05/2022 at 10:05 PM

ଖୋର୍ଦ୍ଧା, ୨୪/୦୫: ଖୋର୍ଦ୍ଧାରୋଡ GRPକୁ ବଡ ସଫଳତା । ୭ କେଜି ୫ ଶହ ଗ୍ରାମ ଗଂଜେଇ ସହ ଅଭିଯୁକ୍ତକୁ ଗିରଫ କରିଛି GRP l ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସନ୍ଦେହେ ଜଣକ ଭାବେ ବୁଲୁଥିବା ଅବସ୍ଥାରେ ନୟାଗଡ ଜିଲ୍ଲା ଶରଣକୁଲ ଥାନ ଅନ୍ତର୍ଗତ ମନୋଜ କୁମାର ବେହେରାଙ୍କୁ ପଚାରଉଚରା ସମୟରେ ମନୋଜ ପାଖରେ ଥିବା ବ୍ୟାଗରୁ ୭ କେଜି ୫ ଶହ ଗ୍ରାମ ଗଂଜେଇ ପାଇଥିଲା GRP l ମନୋଜ ଏଇ ଗଂଜେଇ କନ୍ଧମାଳରୁ ବସ ଯୋଗେ ଆଣିଥିବା ସ୍ୱକାର କରିଛି l ଏଇ ଗଂଜେଇକୁ ପୁରୀ ଗାନ୍ଧୀନଗର ଏକ୍ସପ୍ରେସ ଟ୍ରେନରେ ଗୁଜୁରାଟ ସୁରଟ ସହରକୁ ନେବାପାଇଁ ଯାଉଥିଲା l ମନୋଜକୁ ଗିରଫ କରି NDPS ଆକ୍ଟରେ କେସ ରୁଜୁ କରି କୋର୍ଟ ଚାଲାଣ କରିଛି GRP l ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହବ ବୋଲି GRP ଥାନା ଅଧିକାରୀ କହିଛନ୍ତି l

   Related Posts