oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଅର୍ଥ ହେରଫେର ମାମଲାରେ ମୁମ୍ବଇ କ୍ରାଇମବ୍ରାଞ୍ଚ ଦ୍ୱାରା କ୍ଷୀରୋଦ ମଲ୍ଲିକ ଗିରଫ

1/10/2019 at 8:53 PM

ଭୁବନେଶ୍ୱର – ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ । ସମ୍ବଲପୁରରେ ଚାଲିଥିବା ଏନ୍‌ଜିଓ ବିଶ୍ୱର ମୁଖ୍ୟ ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ପୂର୍ବରୁ କ୍ଷୀରୋଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ମୁମ୍ବଇ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କ୍ଷୀରୋଦଙ୍କୁ ଗିରଫ କରିଛନ୍ତି ।
କ୍ଷୀରୋଦ ମଲ୍ଲିକଙ୍କ ପୁଅ ଦେବବ୍ରତ ମଧ୍ୟ ଗିରଫ ହୋଇଛନ୍ତି । ପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ କ୍ଷୀରୋଦ ଗିରଫ ହୋଇଥିଲ ।

   Related Posts