vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

Khatron Ke Khiladi-12 : ରୋହିତ ଶେଟ୍ଟି କନଫର୍ମ କଲେ ଶୋ’ର ୧୩ ଖେଳାଳିଙ୍କ ନାଁ, ଶୁଟିଂ ପାଇଁ ବାହାରିବେ କେପଟାଉନ୍‌

16/05/2022 at 8:57 AM

ମୁମ୍ବାଇ ୧୬୦୫ କଲର୍ସ ଟିଭିରେ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି  ପପୁଲାର ଷ୍ଟଣ୍ଟ ରିଆଲିଟି ଶୋ’ ଖତରୋଁ କେ ଖିଲାଡି । ଶୋ’ର ନିର୍ମାତା ରୋହିତ ଶେଟ୍ଟି ଏହାର ପ୍ରସ୍ତୁତ ଆରମ୍ଭ କରିସାଛନ୍ତି । ପୂର୍ବରୁ ଏହା ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହାର ଖବର ସାମ୍ନାକୁ ଆସିଛି । ଏହା ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ଖେଳ ଅନୁଷ୍ଠିତ ହେବ । ଶୁଟିଂ ମେ ୨୭ରୁ ଆରମ୍ଭ ହେବାକୁ ଯାଉଛି । ଟେଲି ଦୁନିଆର ଅନେକ କଳାକାର ବିପଦ ସହିତ ଖେଳୁଥିବା ନଜର ଆସିବେ। ଏଥିପାଇଁ ଷ୍ଟାରକାଷ୍ଟମାନେ ମଧ୍ୟ ଫାଇନାଲ୍‌ ହୋଇ ସାରିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଗତ ୨-୩ ମାସ ମଧ୍ୟରେ, ଟିଭି ଇଣ୍ଡଷ୍ଟ୍ରିର ସମସ୍ତ କଳାକାରଙ୍କ ନାମ ଏହି ଶୋ’ ସହିତ ଜଡିତ ଥିଲା । ଏଥରଏଭଳି କିଛି ଷ୍ଟାରଙ୍କୁ କାଷ୍ଟ କରାଯାଇଛି । ଯେଉଁମାନେ ବିପଦକୁ ସାମ୍ନା କରିବେ। ବର୍ତ୍ତମାନ ରୋହିତ ଜଣାଶୁଣା କଳାକାରଙ୍କ ନାମ ନିଶ୍ଚିତ କରିଛନ୍ତି। ଏହି ତାଲିକାରେ ପ୍ରତୀକ ସାହାଜପାଲ, ଶିବାଙ୍ଗୀ ଯୋଶୀ, ଅନେରୀ ଭାଜାନି, କନିକା ମନ, ମୋହିତ ମଲିକଙ୍କ , ବିଗ୍ ବସ୍ ଫେମ୍‌ ରାଜୀବ ଅଦତିଆ, ଚେତନା ପାଣ୍ଡେ, ତୁଶର କାଲିଆ, ନିଶାନ୍ତ ଭଟ୍ଟ, ସୃତି ଝା, ରୁବିନା ଦିଲାଇକ୍, ଫେଜଲ୍‌ ଶେଖ ଏବଂ ଏରିକା ପେକଡ୍‌ ନଜର ଆସିବେ।

ଏହି ସମସ୍ତ ଖେଳାଳିମାନେ ଶୁଟିଂ ପାଇଁ ୨୭ ମେ’ରେ କେପ୍‌ଟାଉନ୍‌ ଯିବେ । ଶୋ’ର ଶୁଟିଂ ୫୫ ଦିନ ପର୍ଯ୍ୟନ୍ତ ଚାଲିବ । କେପଟାଉନ୍‌ ଯିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ କିଛି ଦିନ କ୍ବାରେଣ୍ଟାଇ ମଧ୍ୟ କରାଯିବ।  

   Related Posts