ଶନିବାରଠୁ ଜମିବ ଖଣ୍ଡଗିରି ମେଳା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

Published By : Prameya-News7 Bureau | January 27, 2023 IST

ଭୁବନେଶ୍ୱର ୨୭/୦୧: ଶନିବାର ମାଘ ସପ୍ତମୀ । ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେବ । ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଲେଣି ସାଧୁ ସନ୍ଥ ।

wp:gallery {"linkTo":"none"} /wp:gallery

ସେଠାରେ ପହଞ୍ଚିବା ପରେ ସାଧୁମାନେ ଯଜ୍ଞ କୁଣ୍ଡ ତିଆରି କରୁଛନ୍ତି । ବିଏମସି ପକ୍ଷରୁ ଟେଣ୍ଟ ମରା ଚାଲିଛି । ଏହାସହ ସଫେଇ କର୍ମଚାରୀ ମାନେ ସଫା କରୁଛନ୍ତି । ଫେବୃୟାରୀ ୬ ତାରିଖ ଯାଏ ସାଧୁ ମାନେ ବାସୀ ହୋମ ଯଜ୍ଞ କରିବେ । ତେବେ ମେଳା ଓ ଯାତ୍ରା କିନ୍ତୁ ୧୦ ଯାଏ ଚାଲିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭିଶେଷ କରି ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ ପଦକ୍ଷେପ ନିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.