ଅବ୍ୟବସ୍ଥା ଘେରରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ
3/05/2018 at 11:49 AM

ଅବ୍ୟବସ୍ଥା ଘେରରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ
ଖରାଦିନେ ପାଣି ନପାଇ ଡହଳ ବିକଳ ରୋଗୀ
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟରେ ପଡିଛି ତାଲା
ଆବଶ୍ୟକ ପରିମାଣର ବେଡ଼ ନଥିବାରୁ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଉଚନ୍ତି ରୋଗୀ
ଅସାମାଜିକ ଲୋକଙ୍କ ଅଡ୍ଡା ସ୍ଥଳୀ ସାଜିଛି ହସ୍ପିଟାଲ
ସବୁ ଜାଣିଶୁଣି ବି ପ୍ରଶାସନ ଚୁପ