Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ

1/07/2022 at 12:13 AM

କେନ୍ଦୁଝର ୩୦/୦୬ : କେନ୍ଦୁଝର ଭିଜିଲାନ୍ସ ଜାଲରେ ପଡ଼ିଲେ ବୃଢିକାପୁଡି ଗ୍ରାମପଞ୍ଚାୟତର ଜିଆରଏସ ନିରାକାର ମାହାନ୍ତ। ଏମଏନ୍ଆରଏସ କାମ କରିବାକୁ ଜବକାର୍ଡ ନାଁରେ ରେଜିଷ୍ଟେସନ ପାରମେନ୍ଟ ମିତ୍ରଭାନୁ ମହାନ୍ତଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ  ହାତରେ ସେ ଧରା ପଡ଼ିଛନ୍ତି।

ତାଙ୍କଠୁ କେମିକାଲ ବୋଳା ଦୁଇ ହଜାର ଟଙ୍କା ଜବତ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି। ଅନ୍ୟପଟେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇ ଦିଆଯାଇଛି ଜିଆରିଏସ କହିଛନ୍ତି।

   Related Posts