ଅଂଶୁଘାତରେ ଚାଷୀ ମୃତ୍ୟୁ ଅଭିଯୋଗ, ବିଲର କାମ କରୁଥିବା ବେଳେ ଟଳିପଡିଲେ

ମାର୍ଶାଘାଇ ୧୦।୬: ଅଂଶୁଘାତରେ ଚାଷୀ ମୃତ୍ୟୁ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରଙ୍କାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରଙ୍କାଳ ଗ୍ରାମର ସନାତନ ନାୟକ ନାମକ ଜଣେ ଚାଷୀ ବିଲକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ । ସକାଳୁ ସକାଳୁ ବିଲକୁ ଯାଇ କୋଡା ଖୁସା କାର୍ଯ୍ୟ କରୁଥିବା ବେଳେ ପ୍ରବଳ ଖରା ଓ ଗୁଳୁଗୁଳି ସହି ନପାରି ତଳେ ପଡିଯାଇଥିଲେ … Continue reading ଅଂଶୁଘାତରେ ଚାଷୀ ମୃତ୍ୟୁ ଅଭିଯୋଗ, ବିଲର କାମ କରୁଥିବା ବେଳେ ଟଳିପଡିଲେ