କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛାଞ୍ଚୁଣିଆ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା ଘର
13/10/2018 at 9:26 PM

କେନ୍ଦ୍ରାପଡ଼ା ୧୩/୧୦: କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛାଞ୍ଚଣିଆ ଗ୍ରାମରେ ନିଆଁ ଲାଗି ଅlଠ ବଖରା ଘର ଜଳି ପାଉଁଶ ହୋଇଯାଇଛି | ଆଜି ସନ୍ଧ୍ୟାରେ ଏହି ଗ୍ରାମର ମନମୋହନ ସାହୁ ଙ୍କ ରୋଷେଇ ଘର ଚୂଲି ରୁ ନିଆଁ ଲାଗି ତାଙ୍କ ଦୁଇ ବଖରା ଘର ପୋଡ଼ି ଯିବା ସହ ନିକଟରେ ଥିବା ଗଗନ ସାହୁ ଓ କାର୍ତ୍ତିକ ସାହୁ ଙ୍କ ଘର କୁ ନିଆଁ ବ୍ୟାପି ଯାଇଥିଲା | ତିନି ପାରିବାର ର ପ୍ରାୟ ଆ ଠ ବଖରା ଛପର ଘର ସମେତ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି | ଖବର୍ ପାଇ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ |
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023