suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛାଞ୍ଚୁଣିଆ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା ଘର

13/10/2018 at 9:26 PM

କେନ୍ଦ୍ରାପଡ଼ା ୧୩/୧୦: କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛାଞ୍ଚଣିଆ ଗ୍ରାମରେ ନିଆଁ ଲାଗି ଅlଠ ବଖରା ଘର ଜଳି ପାଉଁଶ ହୋଇଯାଇଛି | ଆଜି ସନ୍ଧ୍ୟାରେ ଏହି ଗ୍ରାମର ମନମୋହନ ସାହୁ ଙ୍କ ରୋଷେଇ ଘର ଚୂଲି ରୁ ନିଆଁ ଲାଗି ତାଙ୍କ ଦୁଇ ବଖରା ଘର ପୋଡ଼ି ଯିବା ସହ ନିକଟରେ ଥିବା ଗଗନ ସାହୁ ଓ କାର୍ତ୍ତିକ ସାହୁ ଙ୍କ ଘର କୁ ନିଆଁ ବ୍ୟାପି ଯାଇଥିଲା | ତିନି ପାରିବାର ର ପ୍ରାୟ ଆ ଠ ବଖରା ଛପର ଘର ସମେତ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି | ଖବର୍ ପାଇ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ |

   Related Posts