oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଭାଷଣ ଦେଉଥିବା ବେଳେ ଜୋର୍‌ରେ ବହିଲା ପବନ, ଖସି ପଡିଲା ଲାଇଟ୍ : ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ

16/04/2022 at 2:43 PM

ନୂଆଦିଲ୍ଲୀ, ୧୬/୦୪: ଅଳ୍ପରେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ।  କେନ୍ଦ୍ର ରାଜ୍ୟମନ୍ତ୍ରୀ ଅର୍ଜୁନରାମ ମେଘଓ୍ୱାଲ ଆଗ୍ରାରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବଡ ଅଘଟଣରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ସୂଚନା ଅନୁସାରେ, ଶନିବାର ଆଗ୍ରାରେ ସମ୍ବିଧାନ ପ୍ରଣେଚା  ଭୀମରାଓ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ତେବେ ସେ ମଞ୍ଚରେ ଭାଷଣ ଦେଉଥିବା ବେଳେ ଜୋରରେ ପବନ ବହିଥିଲା । ଏପରିକି ବିଦ୍ୟୁତ ସରବରାହ ମଧ୍ୟ ବିଛିନ୍ନ ହୋଇଯାଇଥିଲା ।  

ଜୋରରେ ପବନ ଫଳରେ ମଞ୍ଚର ଉପରେ ଲାଗିଥିବା କିଛି ବଡ ଲାଇଟ୍ ତଳେ ଖସି ପଡିଥିଲା । ଯେଉଁଥିରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଚଉକି ପାଖରେ ଲାଇଟ୍ ଭାଙ୍ଗି ପଡିଥିଲା କିନ୍ତୁ ସେହି ସମୟରେ ସେ ଭାଷଣ ଦେଉଥିଲେ ।ଯଦି କେନ୍ଦ୍ରମନ୍ତ୍ରୀ ଚୌକିରୁ ଉଠି ସମ୍ବୋଧନ ପାଇଁ ଯାଇ ନଥାନ୍ତେ ତେବେ ସେ ଅଘଟଣର ସାମ୍ନା କରିଥାନ୍ତେ ବୋଲି ଉପସ୍ଥିତ ଲୋକେ କହିଛନ୍ତି ।

   Related Posts