AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଭାଲେଣ୍ଟାଇନ୍ ଡେ’ରେ କେଜିରିଓ୍ବାଲା ନେବେ ଶପଥ…

11/02/2020 at 8:22 PM

ନୂଆଦିଲ୍ଲୀ,୧୧।୨: ପ୍ରେମ ଦିବସରେ ଶପଥ ନେବେ କେଜିରିଓ୍ବାଲା। ଦିଲ୍ଲୀ ବିଧାନସଭା ନିର୍ବାଚନର ବାଜିମାତ କଲା ଆପ୍। ଦିଲ୍ଲୀର ଜନତା ପୁଣିଥରେ କେଜ୍ରିଓ୍ବାଲଙ୍କୁ ଗାଦିରେ ବସାଇଛନ୍ତି। ଆମ ଆଦମୀ ପାର୍ଟି ବହୁମତ ହାସଲ ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ତେବେ କେଜ୍ରିଓ୍ବାଲ ଆସନ୍ତା ୧୪ ତାରିଖ ବା ଭାଲେଣ୍ଟାଇନ୍ ଡେ’ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କେଜ୍ରିଓ୍ବାଲଙ୍କ ପାଇଁ ଏହି ଫେବୃଆରୀ ୧୪ ତାରିଖ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

୩ ଥର କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୨୦୧୩ରେ ଦିଲ୍ଲୀ ବିଧାନସଭାରେ ଜିତିବା ପରେ କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲେ କେଜ୍ରିଓ୍ବାଲ। କିନ୍ତୁ ସରକାର ଭାଙ୍ଗିବା ପରେ ପୁଣିଥରେ ହୋଇଥିଲା ନିର୍ବାଚନ। ଆଉ ଦ୍ବିତୀୟ ଥର ନିର୍ବାଚନରେ ଜିତି କେଜ୍ରିଓ୍ବାଲ ୨୦୧୫ ଫେବୃଆରୀ ୧୪ରେ ଦିଲ୍ଲୀର ରାମଲୀଲା ମୈଦାନରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଇ ନେଇଥିଲେ। ପୁଣି ଥରେ ବହୁମତ ସମର୍ଥନରେ କେଜିରିଓ୍ବାଲ ସରକାର ଗଠନ କରିଛନ୍ତି।

   Related Posts