oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଅମୀର ଖାନ୍‌ଙ୍କୁ ଶୋକୁ ଡାକିବା ପଡିଲା ମହଙ୍ଗା, ତେଜିଲା KBC-14 ବୟକଟ୍ ଦାବି

9/08/2022 at 9:57 AM

ମୁମ୍ୱାଇ ୦୯/୦୮: ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କୌନ ବନେଗା କରୋଡ ପତି ସିଜନ ୧୪ ନିକଟରେ ଆରମ୍ଭ ହୋଇଛି । ଶୋ’ର ପ୍ରଥମ ଏପିସୋଡରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ସୋ-ରେ ପାଳିତ ହୋଇଥିଲା ଆଜାଦି କି ଅମୃତ ମହୋତ୍ସବ ।

ଶୋରେ ଅମୀର ଖାନଙ୍କ ସହ ନଜର ଆସିଥିଲେ କିଛି ସେନା କର୍ମଚାରୀ । ଅମୀର ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ । ହେଲେ ଏବେ ଅମିତାଭ ବଚ୍ଚନଙ୍କ ଶୋ’ କୁ ଅମୀର ଖାନଙ୍କୁ ଡାକିବା ପଡିଛି ଭାରି ।

ପ୍ରଶଂସକମାନେ କୌନ ବନେଗା କରୋଡପତିଙ୍କୁ ଅମୀରଙ୍କୁ ଡକାଯିବା କାରଣରୁ ବୟକଟ ଦାବି କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଅନେକ ଲୋକ ଅମିତାଭ ବଚ୍ଚନଙ୍କ ଶୌକୁ ଟ୍ୱିଟ୍ କରି ବୟକଟ୍ କରିବାକୁ ଦାବି କରିଛନ୍ତି । #BoycottLaalSinghChaddha ପରେ, #BoycottKBC ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

   Related Posts