ଅମୀର ଖାନ୍‌ଙ୍କୁ ଶୋକୁ ଡାକିବା ପଡିଲା ମହଙ୍ଗା, ତେଜିଲା KBC-14 ବୟକଟ୍ ଦାବି

Published By : Prameya-News7 Bureau | August 09, 2022 IST

ମୁମ୍ୱାଇ ୦୯/୦୮: ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କୌନ ବନେଗା କରୋଡ ପତି ସିଜନ ୧୪ ନିକଟରେ ଆରମ୍ଭ ହୋଇଛି । ଶୋ’ର ପ୍ରଥମ ଏପିସୋଡରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ସୋ-ରେ ପାଳିତ ହୋଇଥିଲା ଆଜାଦି କି ଅମୃତ ମହୋତ୍ସବ ।

wp:html /wp:html

ଶୋରେ ଅମୀର ଖାନଙ୍କ ସହ ନଜର ଆସିଥିଲେ କିଛି ସେନା କର୍ମଚାରୀ । ଅମୀର ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ । ହେଲେ ଏବେ ଅମିତାଭ ବଚ୍ଚନଙ୍କ ଶୋ’ କୁ ଅମୀର ଖାନଙ୍କୁ ଡାକିବା ପଡିଛି ଭାରି ।

wp:html /wp:html

ପ୍ରଶଂସକମାନେ କୌନ ବନେଗା କରୋଡପତିଙ୍କୁ ଅମୀରଙ୍କୁ ଡକାଯିବା କାରଣରୁ ବୟକଟ ଦାବି କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଅନେକ ଲୋକ ଅମିତାଭ ବଚ୍ଚନଙ୍କ ଶୌକୁ ଟ୍ୱିଟ୍ କରି ବୟକଟ୍ କରିବାକୁ ଦାବି କରିଛନ୍ତି । #BoycottLaalSinghChaddha ପରେ, #BoycottKBC ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.