oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦିଅର ସନ୍ନି କୌଶଲଙ୍କ ଷ୍ଟାଇଲିସ୍ ଲୁକ୍ ଦେଖି ଇମ୍ପ୍ରେସ ହେଲେ କ୍ୟାଟ୍, ଏମିତି ରଖିଲେ ପ୍ରତିକ୍ରିୟା

4/01/2022 at 12:45 PM

ମୁମ୍ୱାଇ ୦୪/୦୧: ବଲିଉଡର ଗର୍ଜିୟସ ଦିଭା କ୍ୟାଟ୍ରିନା କୈଫ ସଦାସର୍ବଦା ଲାଇମ ଲାଇଟରେ ରହିଥାନ୍ତି । ଏଇ ନିଟକରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଇଟାଲୀୟ ସୁନ୍ଦରୀ । ଅଭିନେତା ଭିକ୍କି କୌଶଲଙ୍କୁ ବିବାହ କରିଛନ୍ତି ବଲିଉଡର ଆଗଧାଡିର ନାୟିକା କ୍ୟାଟ୍ରିନା କୈଫ । ନିକଟରେ ହନିମୁନରେ ଫେରିବା ପରେ ଭାଉଜଙ୍କୁ ଗ୍ରାଣ୍ଡ ଓ୍ୱେଲକମ୍ କରିବା ପାଇଁ ଅନେକ ବ୍ୟବସ୍ଥା କରିଥିଲେ ଦିଅର ସନ୍ନି କୌଶଲ ।

ଇନଷ୍ଟାରେ ସେୟାର କରିଥିଲେ ଏକ ଫୋଟ । ଆଉ କ୍ୟାଟ୍ରିନା ମଧ୍ୟ ତାଙ୍କ ଦିଅରଙ୍କର ନୂଆ ଛବିରେ ନିଜର ପ୍ରେମ ଦେଖାଇଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋ ଦେଖିବା ପରେ ଦିଅର-ଭାଉଜଙ୍କ ମଧ୍ୟରେ ସଂପର୍କଙ୍କୁ ନେଇ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ସନ୍ନି କୌଶଲ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଦୁଇଟି ରାଜକୀୟ ଲୁକରେ ଫଟୋ ସେୟାର କରିଛନ୍ତି ।

ଫଟୋରେ ସନ୍ନି ଏକ ସ୍ୱତନ୍ତ୍ର ଲୁକରେ ନଜର ଆସିଛନ୍ତି । ଆଉ ସନ୍ନିଙ୍କ ଏହି ଫଟୋ ଦେଖିବା ପରେ ଭାଉଜ କ୍ୟାଟ୍ରିନା କୈଫ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି । ଫଟୋର ମନ୍ତବ୍ୟରେ ସେ ସନ୍ନିଙ୍କୁ ଖୁବ୍ ପ୍ରଶଂସା କରୁଥିବାବେଳେ କ୍ୟାଟ୍ରିନା ଲେଖିଛନ୍ତି ଓ୍ୱାହ କ୍ୟା ସ୍ମାର୍ଟ ଲୁକ୍ ।

ସେପଟେ ଦିଅର-ଭାଉଜଙ୍କ ଏହି ଫଟୋ ଦେଖିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । କେହି କେହି କହୁଛନ୍ତି ଦିଅର-ଭାଉଜ ବେଷ୍ଟ ଯୋଡି । ସେହିଭଳି ଆଉ କିଛି ୟୁଜର୍ସ ଲେଖିଛନ୍ତି ଭାଉଜଙ୍କ ଦିଅର ଏମିତି ସମ୍ମାନ ଦେବା ବହୁତ ଭଲ । ସୂଚନା ଥାଉକି, ଫଟୋରେ ସନ୍ନି କୌଶଲଙ୍କ ଲୁକ୍ ଅତ୍ୟନ୍ତ ଅନନ୍ୟ ଏବଂ ପ୍ରଭାବଶାଳୀ ଥିଲା । ଫଟୋରେ ସନ୍ନି ଏକ ଟ୍ରାଡିସନାଲ୍ ଲୁକରେ ନଜର ଆସିଛନ୍ତି । ଏହି ଲୁକରେ ସନି ବହୁତ ସୁନ୍ଦର ଦେଖାଯାଉଛନ୍ତି ।
|

   Related Posts