scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୟାଟ୍ରିନାଙ୍କ ସହ ବାଲକୋନୀରେ ରୋମାଣ୍ଟିକ୍ ହେଲେ ଭିକି, ଲଭବାର୍ଡଙ୍କ ଫଟୋ ଦେଖି ଖୁସି ହୋଇଗଲେ ଫ୍ୟାନ୍ସ

7/08/2023 at 10:59 AM

ମୁମ୍ଵାଇ ୦୭।୦୮: ବଲିଉଡ୍‌ର କ୍ୟୁଟେଷ୍ଟ କପଲ ଭିକି-କ୍ୟାଟ୍ରିନା। ଦୁହେଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଭିକ୍ୟାଟ୍‌ ଭ୍ୟାକେସନ୍‌ ସାରି ଫେରିଥିଲେ । ହେଲେ ଏବେ ଦୁହିଁଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।

ରବିବାର ଦିନ ସ୍ୱାମୀ ଭିକି କୌଶଲଙ୍କ ସହ କ୍ୟାଟ୍ରିନା କ୍ଵାଲିଟି ଟାଇମ୍‌ ଅତିବାହିତ କରିଥିଲେ। ରବିବାର ସନ୍ଧ୍ୟାରେ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଦୁହେଁ ବାଲକୋନୀରେ ଠିଆ ହୋଇଛନ୍ତି ଏବଂ ସମୁଦ୍ର ଦୃଶ୍ୟକୁ ଦେଖୁଛନ୍ତି।  ଦ୍ୱିତୀୟ ଫଟୋରେ ଏହି ଦମ୍ପତିଙ୍କୁ ଏକ ରୋମାଣ୍ଟିକ ମୁଡ୍‌ରେ ଥିବା ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାଟ୍ରିନା ହାର୍ଟ ଇମୋଜି ସହିତ ସେୟାର କରିଥିଲେ ।

Katrina Kaif Instagram Post actress shares pictures from her romantic date with vicky-kaushal Vicky-Katrina Photos: कैटरीना के साथ बालकनी में रोमांटिक हुए विक्की कौशल, एक्ट्रेस ने पति के साथ कुछ यूं किया टाइम स्पेंड

କହିବାକୁ ଗଲେ ବି-ଟାଉନରେ ପ୍ରଶଂସକଙ୍କ ପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ । ପ୍ରଶଂସକମାନେ ଏହି ଲଭବାର୍ଡଙ୍କ ଫଟୋ ଦେଖିବାକୁ ଖୁବ୍‌ ଆଗ୍ରହୀ । ବର୍ତ୍ତମାନ ଉଭୟଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ବହୁତ ପ୍ରେମ ବର୍ଷା କରୁଛନ୍ତି । ସେମାନଙ୍କୁ ଶ୍ରେଷ୍ଠ ଦମ୍ପତି ବୋଲି କହୁଛନ୍ତି ।

   Related Posts