କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଘୁଂଚିଲା
16/04/2018 at 11:41 AM

କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଘୁଂଚିଲା
କାଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଏପ୍ରିଲ ୨୮କୁ ଘୁଂଚିଲା
ଶୁଣାଣି ଘୁଞ୍ଚାଇବା ସହ ସମସ୍ତ ଅଭିଯୁକ୍ତଙ୍କ ଚାର୍ଜ ସିଟର ଏକ ନକଲ ପଠାଇବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ
ପୀଡିତାଙ୍କ ପରିବାର ଓ ତାଙ୍କ ଓକିଲଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
Related Posts
ନ୍ୟୁୟର୍କ ସିଟିରେ ଫ୍ଲାସ୍ ଫ୍ଲଡ୍; ଜଳମଗ୍ନ ସହର, ଜରୁରୀ ସ୍ଥିତି ଘୋଷଣା
30 September 2023