ତେଜିଲା କାଷ୍ଟିଂ କାଉଚ୍‌ କଳି, ୨ ଅଭିନେତ୍ରୀଙ୍କ ନାଁରେ ଆକ୍ସନ ନେବେ କହିଲେ ପ୍ରଯୋଜକ

ଭୁବନେଶ୍ୱର ୦୯/୦୬: ଓଡ଼ିଆ ସିନେମାରେ କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ବଢ଼ିଲା କଳି । ସଂପୃକ୍ତ ୨ ଅଭିନେତ୍ରୀଙ୍କ ନାଁରେ ଲିଗାଲ ଆକ୍ସନ ନେବେ କହିଲେ ଫିଲ୍ମ ପ୍ରଡ୍ୟୁସର ସଂଜୟ ନାୟକ । ଦୁଇ ଅଭିନେତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜକ ଟୁଟୁ ନାୟକ । ସେ କହିଛନ୍ତି ପ୍ରମାଣ ଥିଲେ ଆଣ, ଲୋକେ ଜାଣିଛନ୍ତି ମୁଁ କଣ । ସମୟ ଆସିଲେ ସବୁ ସତ ସାମ୍ନାକୁ ଆସିବ । ପୂର୍ବ ରାଗ ରଖି ପ୍ରକୃତି … Continue reading ତେଜିଲା କାଷ୍ଟିଂ କାଉଚ୍‌ କଳି, ୨ ଅଭିନେତ୍ରୀଙ୍କ ନାଁରେ ଆକ୍ସନ ନେବେ କହିଲେ ପ୍ରଯୋଜକ