ସାରାଙ୍କ ଉପରେ ରାଗିଗଲେ କାର୍ତ୍ତିକ ଆର୍ଯ୍ୟନ୍, କହିଲେ-‘ନିଜ ସମ୍ପର୍କକୁ ସମ୍ନାନ କର…’

ମୁମ୍ବାଇ ୨୧।୧୧: ଲୋକପ୍ରିୟ ଟକ୍ ଶୋ’ ‘କଫି ଓ୍ବିଥ୍‌ କରଣ’ । ବର୍ତ୍ତମାନ ଏହି ଶୋର ଚାଲୁଛି ସିଜିନ୍‌-୮ । ଅନେକ କଳାକାର କଫି ଓ୍ବିଥ୍‌ କରଣ ଶୋ’କୁ ଆସୁଛନ୍ତି । ନିକଟରେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଶୋ’କୁ ଆସିଥିଲ଼େ । କରଣ ଜୋହରଙ୍କ ସହ ଚିଟ୍-ଚାଟ୍ ସମୟରେ ଉଭୟ ନିଜ ଲଭ୍‌ ଲାଇଫ୍‌କୁ ନେଇ ଆଲୋଚନା କରିଥିଲେ । ଆଉ ଶୋରେ ସାରା ଅଲି ଖାନ ନିଜ ଏକ୍ସ … Continue reading ସାରାଙ୍କ ଉପରେ ରାଗିଗଲେ କାର୍ତ୍ତିକ ଆର୍ଯ୍ୟନ୍, କହିଲେ-‘ନିଜ ସମ୍ପର୍କକୁ ସମ୍ନାନ କର…’