scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଷୟ ନୁହେଁ ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ୍‌, ‘ଜୁବାଁ କେସରୀ’ ପାଇଁ ୧୫ କୋଟି ଅଫର କରିଥିଲା କମ୍ପାନୀ

16/10/2022 at 8:19 AM

ମୁମ୍ବାଇ ୧୬।୧୦: ବଲିଉଡ୍‌ର ହ୍ୟାଣ୍ଡସମ୍‌ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ ।  ତାଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ବର୍ତ୍ତମାନ କାର୍ତ୍ତିକ ବକ୍ସ ଅଫିସ୍‌ରେ ଧମାକାଦାର ପରଫମାନ୍ସ ଦେଉଛନ୍ତି। ଅନସ୍କ୍ରିନ୍‌ ହେଉ ବା ଅଫସ୍କ୍ରିନ୍‌ ଅନ୍ଦାଜ୍‌କୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରୁଛନ୍ତି। ଏବେ ତାଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ଶୁଣିଲା ପରେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ । ଅକ୍ଷୟ କୁମାରଙ୍କ ପୂର୍ବରୁ କାର୍ତ୍ତିକ୍‌ଙ୍କୁ ଗୁଟକା ବିଜ୍ଞାପନ ପାଇଁ ଅଫର ହୋଇଥିଲା ।

କହିବାକୁ ଗଲେ କିଛି ସମୟ ପୂର୍ବରୁ ଅକ୍ଷୟ ପାନ ମସଲା ବିଜ୍ଞାପନରେ ନଜର ଆସିଥିଲେ। ଯାହା ପରେ ସେ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ। ଏହି ସବୁକୁ ନେଇ ସେ କ୍ଷମା ମଧ୍ୟ ମାଗିଥିଲେ। ଏସବୁ ପରେ ତାଙ୍କ ମିଳିଥିବା ସବୁ ପଇସାକୁ ସେ ଦାନ କରି ଦେଇଥିଲେ। ଏହାରି ମଧ୍ୟରେ ଜଣାପଡିଛି କି ଅକ୍ଷୟଙ୍କ ପୂର୍ବରୁ ଜୁବା କେସରୀ ପାଇଁ ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ।  ହେଲେ ସେ ଏହି ୧୫ କୋଟି ଟଙ୍କାର ଅଫରକୁ ମନା କରି ଦେଇଥିଲେ । ପରେ ସେ ଅକ୍ଷୟଙ୍କ ପାଖକୁ ଏହି ଅଫର କରିଥିଲେ।

କାର୍ତ୍ତିକଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଭୁଲ୍‌ ଭୁଲେୟାଁ-୨ ବକ୍ସ ଅଫିସ୍‌ ସେବିୟର କୁହାଯାଉଛି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଛନ୍ତି । ଆଗକୁ ତାଙ୍କ ହାତରେ ଅନେକ ପ୍ରୋଜେଷ୍ଟ ଅଛି

   Related Posts