scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ବାଜିମାତ ପରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ

15/05/2018 at 9:26 AM

ଗଣତିଟ୍ରେଣ୍ଡ୍ରେ ଆଗରେ ରହିବା ପରେ ବିଜେପିରେ ପ୍ରବଳ ଉତ୍ସାହ । କର୍ଣ୍ମାଟକ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଉତ୍ସବ ମନାଇଛନ୍ତି ବିଜେପି ନେତା, କର୍ମୀ ଓ ସମର୍ଥକ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କ ଭିଡ ବଢି ବଢି ଚାଲିଛି । କିଛି ସମୟପରେ ସେଠାରେ ଏକ ଗ୍ରାଣ୍ଡ ସେଲିବ୍ରେସନ୍ର ଆୟୋଜନ କରାଯାିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପକି ଅମିତ ଶାହା, କର୍ଣ୍ମାଟକର ପରବର୍ଥ୍ତୀ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ନେତା ଯୋଗ ଦେବେ । ଏପଟେ ବାଜ, ବାଣ , ଆତସବାଜି ସହ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ। କେନ୍ଦ୍ର ମନ୍ତ୍ରୀ ନିର୍ମଲା ସୀତାରମଣ, ରବିଶଙ୍କର ପ୍ରସାଦଙ୍କ ଠାରୁ ଆରମ୍ଭ କରି ତୁଙ୍ଗ ନେତାଏ ବି ମିଠା ଖୁଆଇ ଉତ୍ସବ ପାଳିଛନ୍ତି । ସଂଧ୍ୟା ୬ଟା ବିଜେପିର ସଂସଦୀୟ ଦଳ ବୈଠକ ବକୁଥିବା ବେଳେ, କର୍ଣ୍ମାଟକ ବିଜୟର ପ୍ରତିଧ୍ୱନ୍ନୀ ହିଁ ବୈଠକକୁ କମ୍ପାଇବ ।

Leave a Reply

   Related Posts