ସରକାର ବଞ୍ଚାଇବାକୁ ରଣନୀତି
17/05/2018 at 12:05 PM

ବିରୋଧି ଶିବିରିର କିଛି ବିଧାୟକ ଯଦି ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦିଅନ୍ତି , କିମ୍ବା ଅନୁପସ୍ଥିତ ରୁହନ୍ତି ତେବେ ମ୍ୟାଜିକ୍ ନମ୍ବର ଖସିବ । ଆଉ ଲୋଟସ ଟୁ ପଅଣ୍ଟ ଜିରୋରେ ୧୦ ରୁ ୧୫ ବିରୋଧି ବିଧାୟକଙ୍କଙ୍କୁ ଯଦି ପ୍ରଭାବିତ କରିବାରେ ବିଜେପି ସଫଳ ହୁଅ, ତେବେ ମ୍ୟାଜିକ ନମ୍ବର ୧୦୫ ପାଖା ପାଖି ଖସିଯିବ । ଆଉ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହନମ୍ବର ଗେମ୍ରେ ୧୦୫ ରେ ଥିବା ବିଜେପି ଆସ୍ଥାଭୋଟରେ ବିଜୟ ହେବାକୁ କରିଛି ରଣନୀତି ।