ବିବାହ ପାଇଁ ମିଳୁନାହିଁ ଝିଅ, ମନ୍ଦିର ପଦଯାତ୍ରାରେ ବାହାରିବେ ବହୁ ଅବିବାହିତ କୃଷକ

ନୂଆଦିଲ୍ଲୀ ୧୪।୧୧: ବାହା ହେବା ପାଇଁ ମିଳୁ ନାହିଁ କନ୍ୟା । ଏଥିପାଇଁ କର୍ଣ୍ଣାଟକର ବହୁ ଅବିବାହିତ କୃଷକ ମାଣ୍ଡୟା ମନ୍ଦିର ଯାଏଁ ପଦଯାତ୍ର କରିବେ । ଏହି ପଦଯାତ୍ରାରେ ସେ ମନ୍ଦିରକୁ ଯାଇ ମାତା ଦେବୀଙ୍କୁ ତାଙ୍କ ବିବାହ ହେବା ପାଇଁ ପ୍ରାର୍ଥନା କରିବେ। ଚଳିତ ବର୍ଷ ଫେବୃଆରୀ ମାସରେ ଶହ ଶହ ଅବିବାହିତ କୃଷକ ଏଭଳି ପଦଯାତ୍ରା କରିଥିଲେ। ସନ୍ତୋଷ ନାମକ ଜଣେ କୃଷକ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କହିଥିଲେ ଯେ ତାଙ୍କ … Continue reading ବିବାହ ପାଇଁ ମିଳୁନାହିଁ ଝିଅ, ମନ୍ଦିର ପଦଯାତ୍ରାରେ ବାହାରିବେ ବହୁ ଅବିବାହିତ କୃଷକ