କର୍ଣ୍ଣାଟକ ନିର୍ବାଚନ ; ଗୋ ପୂଜା ପରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ବି.ଶ୍ରୀରାମୁଲୁ
12/05/2018 at 10:41 AM

କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ଜାରି … ଦିନ ୧ଟା ସୁଦ୍ଧା ୬୦ % ରୁ ଅଧିକ ମତଦାନ ହୋଇଥିବା ଜଣ ପଡିଛି …ବହୁ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି … ଦୁଇ ପ୍ରମୁଖ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବହୁ ବରିଷ୍ଠ ନେତା ତାଙ୍କ ଭୋଟ ଅଧିକାର ସାବ୍ୟସ୍ତ କରିଛନ୍ତି … ୨୨୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ…ମଇଦାନରେ ୨ହଜାର ୬ ଶହ ପ୍ରାର୍ଥୀ…ସେପଟେ ନେତାଙ୍କ ବାକ୍ ଯୁଦ୍ଧ ଜାରି…