ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା
18/05/2018 at 9:22 AM

ଆସନ୍ତାକାଲି ଅପରାହ୍ଣ ୪ ଟାରେ କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା … ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ବି.ଏସ୍ ୟେଦୁରପ୍ପାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ … କଂଗ୍ରେସ କହିଲା ଐତିହାସିକ, ଜିତିବା ନେଇ ୟେଦିଙ୍କ ଦୃଢୋକ୍ତି …