କର୍ଣ୍ଣାଟକ ମଡେଲ ନେଇ ଦେଶବ୍ୟାପି ରିଆକ୍ସନ
18/05/2018 at 9:58 AM

କର୍ଣ୍ଣାଟକରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଧାରଣା ଦେଇଛି | ବିଭିନ୍ନ ରାଜ୍ୟର ରାଜଭବନ ସମ୍ମୁଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି | ଧାରଣାରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି |
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023