କର୍ଣ୍ଣାଟକ ମଡେଲ ନେଇ ଦେଶବ୍ୟାପି ରିଆକ୍ସନ

Published By : Prameya-News7 Bureau | May 18, 2018 IST

କର୍ଣ୍ଣାଟକରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଧାରଣା ଦେଇଛି | ବିଭିନ୍ନ ରାଜ୍ୟର ରାଜଭବନ ସମ୍ମୁଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି | ଧାରଣାରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.