vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସୀମା ଟପିଗଲା ବର୍ବରତା, ସର୍ବସାଧାରଣରେ ମହିଳା ଆଇନଜୀବୀଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ ପରେ ବନ୍ଧାହେଲେ ଅଭିଯୁକ୍ତ

16/05/2022 at 2:57 PM

ତାମିଲନାଡୁ ୧୬/୦୫: କର୍ଣ୍ଣାଟକ ବାଗଲକୋଟରେ ସୀମା ଟପିଗଲା ବର୍ବରତା । ଜଣେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମାରପିଟ୍ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜମିଜମା ବିବାଦକୁ କେନ୍ଦ୍ରକରି ମହନ୍ତେଶ ନାମକ ଜଣେ ବ୍ୟକ୍ତି ଦିନ ଦ୍ୱିପ୍ରହରରେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସବୁଠି ଚର୍ଚ୍ଚା ଜୋର ହେଉଛି । ଏହି ଭିଡିଓ ଆଧାରରେ ବାଗଲକୋଟ ପୋଲିସ ମହନ୍ତେଶକୁ ଗିରଫ କରିଛି । ସୂଚନା ଥାଉକି, ମହନ୍ତେଶ ଏବଂ ଆଇନଜୀବୀ ଜଣଙ୍କ ଉଭୟ ପଡୋଶୀ । ଭିଡିଓରେ ଦେଖାଯାଇଥିବା ଦୃଶ୍ୟରେ ମହନ୍ତେଶ ରାଗିଯାଇ ଜୋର ଜବରଦସ୍ତି ମହିଳାଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ଥରେ ନୁହେଁ କି ଦୁଇଥର କେତେଥର ଚାପୁଡା ମାରୁଛନ୍ତି । ଏମିତିକି ପେଟକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ଫଳରେ ମହିଳା ଆଇନଜୀବୀ ଜଣଙ୍କ କଷ୍ଟରେ ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

   Related Posts