ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିକିନି ପିନ୍ଧି ବୋଲ୍ଡ ଅନ୍ଦାଜ୍‌ରେ ଫଟୋ ସେୟାର କଲେ କରିସ୍ମା କପୁର, ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ

6/06/2022 at 8:27 AM

ନୂଆଦିଲ୍ଳୀ ୦୬।୦୬ : ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ ଜଣେ । ପରଫେକ୍ଟ ଫିଗରର ସହ ଡ୍ୟାନ୍ସ, ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ଦୁଇଟି ସନ୍ତାନର ମାଆ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଯୋଗୁଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । କରିସ୍ମା ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ସବୁବେଳେ ପର୍ସନାଲ୍‌ ଏବଂ ପ୍ରୋଫେସନାଲ୍‌କୁ ନେଇ ଅପଡେଟ୍‌ ଦିଅନ୍ତି । ନିକଟରେ ସେ ଏଭଳି କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବର୍ତ୍ତମାନ ଏହି ପୋଷ୍ଟ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ନିକଟରେ କରିସ୍ମା ତାଙ୍କ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଛନ୍ତି । ଦେଖିଲେ ଲାଗୁଛି ସେ ସମୟ ଗୁଡିକୁ ଆନ୍ଦନରେ ଅତିବାହିତ କରୁଛନ୍ତି । ଏହି ସମୟରେ କରିସ୍ମା ଏକ ପୁଲ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କଳା ରଙ୍ଗର ମନୋକୋନି ପିନ୍ଧିଥିବାବେଳେ ଖୋଲା କେଶରେ ନଜର ଆସିଛନ୍ତି । ହେଲେ ଏହି ସ୍ଥାନ କେଉଁଠି ତାହା ଜଣାପଡିନାହିଁ ଏହି ଫଟୋକୁ କରିସ୍ମା କପୁର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି- ‘ଡେ ଡ୍ରିମ୍‌’ । ଏହି ଫଟୋକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସ ଫଲୋର୍ସ  ମତୁଆଲା ହୋଇଛନ୍ତି।

କହିବାକୁ ଗଲେ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ କରିସ୍ମା କପୁର ବିବାହର ସୂଚନା ଦେଇଥିଲେ। ଯେତେବେଳେ ପ୍ରଶଂସକ ପ୍ରଶ୍ନ ପଚାରିଥିଲେ – ସେ ପୁଣି ବିବାହ କରିବେ କି? ବିବାହର ପ୍ରଶ୍ନର ଉତ୍ତର ଦେବାବେଳେ କରିସ୍ମା କପୁର ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଇମୋଜି ସେୟାର କରି ଲେଖିଥିଲେ କି ‘ନିର୍ଭର କରେ’ । ତାହା ଖୁବ୍‌ ଭାଇରାଲ୍‌ ହୋଇଥିଲା ।

   Related Posts