ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦେଖିଛନ୍ତି କି କରିନା କପୁରଙ୍କ ଡୁପ୍ଲିକେଟେ, ପୁରା ଲୁକ୍‌ କରନ୍ତି କପି…

2/10/2022 at 2:35 PM

ମୁମ୍ଵାଇ ୦୨।୧୦: ପ୍ରାୟତଃ ଚଳଚ୍ଚିତ୍ର ତାରକାଙ୍କ ଏକା ପରି ଦେଖାଯାଉଥିବା ଚେହେରା ଗଣମାଧ୍ୟମ ସମ୍ମୁଖରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ୍, ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ଚେହେରା ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କରୀନା କପୁର ଖାନଙ୍କ ଚେହେରା ସହିତ ମିଶୁଥିବା ଏକ ଚେହାରାକୁ ଦେଖାଇବୁ। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ। କେବଳ ଏତିକି ନୁହେଁ, କରୀନା କପୁରଙ୍କ ଚେହେରା ସହ ସେହିଭଳି ଆକ୍ଟିଂକୁ ଫଲୋ କରୁଛନ୍ତି। ସେ ପ୍ରତିଦିନ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ପୋଷ୍ଟ କରନ୍ତି । ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏବଂ ତାଙ୍କୁ କରିନାଙ୍କ କାର୍ବନ କପି ବୋଲି କହୁଛନ୍ତି। ଏହି କଳାକାରଙ୍କ ନାମ ଅସ୍ମିତା ଗୁପ୍ତା।

ଅସ୍ମିତାଙ୍କ ଇନଷ୍ଟାଗ୍ରାମକୁ ଯାଇ ଦେଖିବା ପରେ ଜାଣି ପାରିବେ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ବହୁତ ପରିମାଣରେ ଫଲୋ କରୁଛନ୍ତି। ଏହି ଫଟୋ ଗୁଡ଼ିକ ଦେଖିଲା ପରେ ଅସ୍ମିତାଙ୍କର ବହୁତ ଫ୍ୟାନ୍ସ ଫଲୋର୍ସ ହୋଇଛନ୍ତି। ବର୍ତ୍ତମାନ ଅସ୍ମିତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କରୀନା କପୁର ଖାନଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଗଲେ ଅସ୍ମିତା ଗୁପ୍ତା ଜଣେ ଡିଜିଟାଲ୍ କ୍ରିଏଟର। ଯିଏ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌।

ଅଭିନେତ୍ରୀ କରୀନାଙ୍କ ପରି ଦେଖାଯାଉଥିବା ଅସ୍ମିତା ନିଜେ ମଧ୍ୟ ବେବୋଙ୍କର ଜଣେ ବଡ଼ ଫ୍ୟାନ୍ସ। ସେ କରୀନାଙ୍କୁ ଫଲୋ କରି ଅନେକ ଭିଡିଓ କରିଛନ୍ତି। ଅସ୍ମିତା ଗୁପ୍ତାଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଅଭିନେତ୍ରୀ କରୀନାଙ୍କ ସହ ବହୁତ ତୁଳନା କରୁଛନ୍ତି।

   Related Posts