କପା ମିଲରେ ଅଗ୍ନିକାଣ୍ଡ, ନିଆଁଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
6/02/2023 at 12:36 PM

ମୁନିଗୁଡା ୦୬/୦୨: ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟ ଏଦୁଲୱଆଲସା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଥିବା ଚନ୍ଦନା ଏଗ୍ରୋଟେକ ପ୍ରାଇଭେଟ୍ ଲିମିଟେଡ କପା ମିଲ୍ରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ପୋଡି ନଷ୍ଟ ହୋଇଯାଇଛି ।
ଖବରପାଇ ଗୁଣପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଲିଭାଇବା ଉଦ୍ୟମ ଜାରି ରଖିଛି । ତେବେ ନିଆଁ ଲାଗିବାର କାରଣ କଣ ଅସ୍ପଷ୍ଟ ରହିଛି ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023