scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଙ୍ଗାରୁ କୋର୍ଟ : ରାଧାକୃଷ୍ଣଙ୍କ ଫଟୋ ପାଇଁ ବ୍ୟବାସାୟୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଲେ ଲୋକେ

28/12/2019 at 6:02 PM

ନବରଙ୍ଗପୁର ୨୮।୧୨ : ନବରଙ୍ଗପୁରରେ କଙ୍ଗାରୁ କେ।ର୍ଟ । ବ୍ୟବସାୟୀକ ପେ।ଷ୍ଟରରେ ରାଧାକୃଷ୍ଣଙ୍କ ଫଟେ। ଛାପିଥିବାରୁ ବିଚ୍ ବଜାରରେ ଯୁବକଙ୍କୁ ଆଣ୍ଠେଇଲେ ଲେ।କେ । ଯୁବକ ଜଣକ ହେଲେ ଭବତୋଷ ମଣ୍ଡଲ । ଝରିଗାଁ ରୋଡ୍ ରେ ସେ ଏକ କ୍ଲିନିକ୍ ଚଳାଉଛନ୍ତି । ଯେଉଁଠାରେ ଗୁପ୍ତ ରୋଗ ଓ ଯୈ।ନ ରୋଗର ଚିକିତ୍ସା କରାଯାଉଛି । ତେବେ ନିଜର ଵ୍ୟଵସାୟର ପ୍ରଚାର ପାଇଁ ସେ ଏକ ପୋଷ୍ଟର ଛାପିଥିବା ବେଳେ ସେଥିରେ ରାଧାକୃଷ୍ଣଙ୍କ ଫଟୋ ଛାପିଥିଲେ । ଏହାକୁ ବିଭିନ୍ନ ସ୍ଥାନରେ ମାରିଥିଲେ । ଯାହାକୁ ନେଇ ତାତିଥିଲେ ସ୍ଥାନୀୟ ଯୁଵକ । ଭଵତୋଷଙ୍କୁ ଡାକି ବିଚ୍ ଵଜାରରେ ଆଣ୍ଠେଇବା ସହ ସର୍ବ ସାଧାରଣରେ କ୍ଷମା ମଧ୍ୟ ମଗାଇଥିଲେ ।

   Related Posts