ନୟାଗଡରେ କଙ୍ଗାରୁ କୋର୍ଟ : ଚୋର ଧରିବାକୁ ଗାଁରେ ବୁଲିଲା ଖଟ, ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ

Published By : Prameya-News7 Bureau | June 12, 2019 IST

ନୟାଗଡ ୧୨|୬: ନୟାଗଡରେ କଙ୍ଗାରୁ କୋର୍ଟ । ଚୋର ଧରିବାକୁ ରଣପୁର ଥାନା କୋଟଗଡ ଗାଁରେ ବୁଲିଲା ଖଟ । ଚୋରି କରିଥିବା ସନ୍ଦେହରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ପରିବାରର ୨ ଆହତ ହୋଇଥିବା ବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.