କୁଇନଙ୍କୁ କରୋନା ଡର : ଭୟରେ ନିଜକୁ ରୁମରେ ଲକ୍ କଲେ କଙ୍ଗନା

Published By : Prameya-News7 Bureau | March 22, 2020 IST

ମୁମ୍ବାଇ ୨୨/୩: କଙ୍ଗନାଙ୍କ ଇନଷ୍ଟାଗ୍ରାମ୍ ପେଜରେ ତାଙ୍କର ଏକ ଫଟୋ ସେୟାର କରାଯାଇଛି,ଯେଉଁଥିରେ ସେ ସଦଗୁରୁଙ୍କ ଲେଖା ଯାଇଥିବା ପୁସ୍ତକ ‘ଡେଥ୍’ ପଢ଼ୁଥିବାର ନଜର ଆସୁଛନ୍ତି। କଙ୍ଗନା ଏହି ପୁସ୍ତକ ସବୁବେଳେ ଅନ୍ୟମାନଙ୍କୁ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ରଣୌତ ଏବେ ମନାଲିରେ ନିଜ ଘରେ କ୍ବାରେଣ୍ଟାଇନରେ ସମୟ ବିତାଉଛନ୍ତି। ଏଠାରୁ ସେ ନିଜ ପୁତୁରା ପୃଥ୍ବୀରାଜଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B9_a6zxhZpM/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B9_a6zxhZpM/?utm_source=ig_embed
/wp:core-embed/instagram

ଏହା ବ୍ୟତୀତ କଙ୍ଗନା ସଦଗୁରୁଙ୍କ ଲିଖିତ ଇନର ଇଞ୍ଜିନିୟରିଂ ଏବଂ ମିଷ୍ଟିକ୍ ମ୍ୟୁସିଙ୍ଗସ୍ ମଧ୍ୟ ପଢ଼ିବାକୁ ପରାମର୍ଶ ଦିଅନ୍ତି। କଙ୍ଗନା ଏବେ ପୁତୁରା ପୃଥ୍ବୀରାଜଙ୍କ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। କଙ୍ଗନା କ୍ବାରେଣ୍ଟାଇନ୍ ଟାଇମ୍ ପୂର୍ବରୁ ଚେନ୍ନାଇରେ ଜୟଲଳିତାଙ୍କ ବାୟୋପିକ୍ ଥଲାଇବିର ସୁଟିଂ କରୁଥିଲେ।

{"id":242420,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.