୨୦୨୩ ଦିନିକିଆ ବିଶ୍ୱକପ୍‌କୁ ଆଉ ଅଳ୍ପ ଦିନ, ଟିମ୍‌କୁ ଫେରିବା ଲାଗି ଓ୍ୱିଲିୟମସନ୍‌ଙ୍କ ଜୋରଦାର୍‌ ଅଭ୍ୟାସ

ମୁମ୍ବାଇ ୨୬।୦୬ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ସବୁ ଦଳ ସହ ଖେଳାଳିମାନେ ଅଭ୍ୟାସ ଜୋରଦାର କରିଛନ୍ତି । ଏହିକ୍ରମରେ ଜିମ୍‌ରେ ଝାଳ ବୁହାଉଥିବାର ନଜର ଆସିଛନ୍ତି କେନ୍‌ ଓ୍ୱିଲିୟମସନ୍‌ । “To have a focus and see some of those steps and tick some of those off keeps you quite motivated” Hear from Kane Williamson about his rehabilitation progress since … Continue reading ୨୦୨୩ ଦିନିକିଆ ବିଶ୍ୱକପ୍‌କୁ ଆଉ ଅଳ୍ପ ଦିନ, ଟିମ୍‌କୁ ଫେରିବା ଲାଗି ଓ୍ୱିଲିୟମସନ୍‌ଙ୍କ ଜୋରଦାର୍‌ ଅଭ୍ୟାସ