ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31/01/2023 at 1:47 PM

ଫୁଲବାଣୀ ୩୧/୧: ଉଦଯାପିତ ହୋଇଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ମେଳାରେ ୨୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଥିଲା । ମହୋତ୍ସବ ଦେଖିବାଲାଗି ଜିଲ୍ଲା ଓ ଜିଲ୍ଲା ବାହାର ଲୋକଙ୍କ ଖଚାଖଚ ଭିଡ଼ ହୋଇଥିଲା ।
ମେଳାରେ ଘରକରଣା,ସୋଫା ସେଟ, କାର୍ପେଟ, ଖେଳନା, କୃଷି ଯନ୍ତ୍ରପାତି ଆଦି ବିଭିନ୍ନ ସାମଗ୍ରୀ ବିକ୍ରୀ ହୋଇଥିଲା । ତା ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଇବା ଉପଲବ୍ଧ ହୋଇଥିଲା । ଲୋକେ ଭରପୁର ମଜା ଉଠାଇଥିଲେ । ବିଶେଷ କରି ୫ ଦିନ ମଧ୍ୟରେ ଭଲ କାରବାର କରିଛି ପଲିଶ୍ରୀ ମେଳା । ଲୋକେ ମେଳା ଉପଭୋଗ କରିବା ସହ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023