ଦିଲ୍ଲୀ ଜଗନ୍ନାଥ ମନ୍ଦିର ବୁଲିଲେ ଜଗା
4/11/2018 at 2:07 PM

ଦିଲ୍ଲୀ ୪/୧୧ : ଦିଲ୍ଲୀ ହଜଖସସ୍ଥିତ ଜଗନ୍ନାଥ ମନ୍ଦିର ବୁଲିଲେ ଜଗା । ଆଜି ସକାଳୁ ଜଗା ନିଜ ମାଙ୍କ ସହ ମନ୍ଦିର ବୁଲିବାକୁ ଯାଇଥିଲେ । ମନ୍ଦିର ବୁଲିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଫଟୋରେ ଜଗା ହାତଯୋଡି ଠାକୁରଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।