ଭରା ନଇରେ ବାଜିରେ ଜୀବନ, ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପାର୍ ହେଉଛନ୍ତି ନଦୀ

Published By : Prameya-News7 Bureau | September 02, 2018 IST

ସେପଟେ ପାଣି, ଏପଟେ ଭରା ନଇରେ ବାଜିରେ ଜୀବନ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ କେତେ କଣ ଯୋଜନା ।ଯାତାୟତରେ ସୁବିଧା ପାଇଁ ରାସ୍ତା, ପୋଲ ହେଉଛି । ତେବେ ବାସ୍ତବ ଚିତ୍ର କିଛି ଅଲଗା । କନ୍ଧମାଳ ଜିଲ୍ଲା ଆଡ଼ିମହା ପଞ୍ଚାୟତ ବାସୀ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ପାର୍ ହେଉଛନ୍ତି ନଦୀ । ଅନେକ ସମୟରେ ଅଘଟଣ ଯୋଗୁଁ ଯାଉଛି ଜୀବନ । କନ୍ଧମାଳ ଜିଲ୍ଲାରୁ ଦେଖିବା ଆମର ଏଇ ରିପୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.