oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କାନାଡାରେ ଭୟଙ୍କର ଥଣ୍ଡା : – ୫୦ ଡିଗ୍ରୀ ତଳେ ପାରଦ, ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚିତ୍ର

28/12/2021 at 11:02 AM

ଓଟାୱା,୨୮/୧୨: ଚଳିତବର୍ଷ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ପ୍ରଭାବ କାନାଡାରେ ପଡିଛି । ଗ୍ରୀଷ୍ଣଋତୁରେ ଦେଶରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଥିଲା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଅନେକ ସାମୁଦ୍ରିକ ଜୀବ ପ୍ରାଣ ହରାଇଥିଲେ । ବର୍ତ୍ତମାନ ଅସହ୍ୟ ଥଣ୍ଡା ଜନଜୀବନକୁ ପ୍ରଭାବିତ କରିଦେଇଛି ।

ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୦ ଡିଗ୍ରୀରୁ -୫୦ ଡିଗ୍ରୀ ତଳକୁ ଖସିଆସିଛି । ଯାହାଫଳରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଆଲବର୍ଟା ପ୍ରଦେଶର ରାଜଧାନୀ ଏଡମଣ୍ଟନରେ ତାପମାତ୍ରା -୫୦ ଡିଗ୍ରୀ ସେଲ୍‌ସିୟସ ହୋଇଛି । ୮ ବର୍ଷ ପରେ ଦେଶରେ ତାପମାତ୍ରା -୫୦ ଡିଗ୍ରୀ ରେକର୍ଡ କରାଯାଇଛି ।

୨୦୧୩ ଜାନୁଆରୀ ମାସରେ ୟୁରେକା ଠାରେ ତାପମାତ୍ରା -୫୧ ଡିଗ୍ରୀ ସେଲ୍‌ସିୟସ ରହିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସନରିଜ୍‌, ଏଡମଣ୍ଟନ ସ୍କାଇ କ୍ଲବ, ସ୍ନୋ ଭ୍ୟାଲି ଓ ରାବିଟ ହିଲ୍‌କୁ ବନ୍ଦ କରିଦିଆଯାଇଛି । ଶୀତଦିନିଆ କ୍ରୀଡାକୁ ମଧ୍ୟ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି ।

   Related Posts