suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

କଟକ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ପଠାଗଲା

24/08/2022 at 12:04 PM

କୋରାପୁଟ ୨୪/୦୮: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ସ୍ଥାନାନ୍ତର କରାଗଲା । ଉନ୍ନତ ଜରୁରୀ ଚିକିତ୍ସା ସକାଶେ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଜୟପୁରରୁ କଟକ ସ୍ଥାନାନ୍ତର କରାଯାଇଛି । ଗତ ୨୧ ତାରିଖରେ ଦେହ ଅସୁସ୍ଥତା ଯୋଗୁଁ ଜୟପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଥାଉକି, କିଛି ଦିନ ତଳେ ଖାଦ୍ୟ ପାନୀୟରେ ଏପଟ ସେପଟ ସହ ଜ୍ୱର ହେବା ପରେ ଟିକେ ଅସୁସ୍ଥ ଅନୁଭବ କରି ଘରେ ଥିଲେ । କିନ୍ତୁ ରବିବାର ସକାଳ ଠାରୁ ଲଗାତର ଭାବେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

   Related Posts