ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
25/08/2022 at 10:13 AM

କଟକ ୨୫।୮: ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ଏସସିବି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗତ ୨୧ ତାରିଖରେ ପଦ୍ମଶ୍ରୀ କମଳା ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିଲେ । କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ବୁଧବାର ରାତିରେ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ଅଣାଯାଇଛି । ନ୍ୟୁ ମେଡିସିନ ୱାର୍ଡର ଆଇସିୟୁରେ ରହି ସେ ଏବେ ଚିକିତ୍ସିତ ହେଉଛନ୍ତି ।
Related Posts
ଶନିବାରଠୁ ରାଜ୍ୟରେ ବଢିବ ତାତି, କମିବ ଶୀତ: ୧୧ ଯାଏଁ ରହିବ ଖରାର ପ୍ରକୋପ
4 February 2023
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023