‘Project K’ରେ କମଲ ହାସନଙ୍କ ଏଣ୍ଟ୍ରି, ଭିଲେନ୍ ପାଇଁ ମିଳିବ ୧୫୦ କୋଟି !
ମୁମ୍ଵାଇ ୦୧।୦୬: ଅଭିନେତା କମଲ ହାସନ । ବର୍ତ୍ତମାନ ‘ଇଣ୍ଡିଆନ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ପ୍ରଭାସଙ୍କ ଅଭିନୀତ ‘ପ୍ରୋଜେକ୍ଟ କେ’ରେ ଖଳନାୟକ ଭୂମିକା କରିବା ପାଇଁ ଅଫର କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ନିର୍ମାତାମାନେ କମଲ ହାସନଙ୍କ ସହ କଥାବାର୍ତ୍ତା କରିଥିଲେ । ହେଲେ ସେ ଏପର୍ଯ୍ୟନ୍ତ ହଁ କରିନାହାନ୍ତି। ଶୁଣିବାକୁ ମିଳିଛି ଯେ, ପ୍ରଡ୍ୟୁସର ଅଶ୍ବିନୀ ଦତ୍ତ କମଲ ହାସନଙ୍କୁ ସାକ୍ଷାତ୍ … Continue reading ‘Project K’ରେ କମଲ ହାସନଙ୍କ ଏଣ୍ଟ୍ରି, ଭିଲେନ୍ ପାଇଁ ମିଳିବ ୧୫୦ କୋଟି !
Copy and paste this URL into your WordPress site to embed
Copy and paste this code into your site to embed