କାଳବୈଶାଖୀ ପ୍ରଭାବରେ ଉଡିଲା ଛପର, ଭାଙ୍ଗିଲା ଗଛ

ନାରାୟଣପାଟଣା ୦୯/୦୬: କାଳବୈଶାଖୀର ପ୍ରଭାବରେ କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ଦେଖିବାକୁ ମିଳିଛି । ଗତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ ଘଡ଼ି ହୋଇଥିଲା । ଏହାସହ ଏତେ ପବନ ବୋହିଥିଲା କି, ଅନେକ ଘର ଗୁଡିକର ଟିଣ ଓ ଆଜବେଷ୍ଟସ୍ ସିଟ ଗୁଡିକ ଭାଙ୍ଗିବା ସହ ବହୁତ କ୍ଷୟକ୍ଷତି ହୋଇଥିଲା । ସହରର ପାଲକୁଣ୍ଡା ସାହିର ରବି ନାଚିକା ଓ ଚାମ୍ପିକଟା ସାହିର ବାବୁଲା ପାତ୍ରଙ୍କ ସମେତ ଅନେକ ଘରର ଟିଣ ଗୁଡିକ ପ୍ରାୟ ୫୦ରୁ … Continue reading କାଳବୈଶାଖୀ ପ୍ରଭାବରେ ଉଡିଲା ଛପର, ଭାଙ୍ଗିଲା ଗଛ