ତାତିରୁ ମିଳିଲା ଆଶ୍ବସ୍ତି, ଆସନ୍ତା ୩ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | June 13, 2019 IST

ଭୁବନେଶ୍ବର ୧୩|୬: ତାତିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି । ଖସିଲା ପାରଦ । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ହିଟୱେଭ୍ ୱାର୍ଣ୍ଣିଂ ପ୍ରତ୍ୟାହାର କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।  ଉତ୍ତର ଓ ଉପକୂଳରେ ବର୍ଷାର ପରିମାଣ ଅଧିକ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଦାନଗଦିରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ପାଇଁ ଧିରେ ଧିରେ ସୃଷ୍ଟି ହେଉଛି ଅନୁକୂଳ ସ୍ଥିତି। ରଜ ପରେ ପରେ ଓଡିଶା ଛୁଇଁବ ମୌସୁମୀ ବୋଲି ପାଣିପାଗ ବଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.